ଚାକିରି ଛାଡ଼ି ୩୦ ଦିନ ବେକାର ରହିଲେ ୭୫% ଇପିଏଫ୍‌ ଟଙ୍କା ଉଠାଇ ହେବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ ଚାକିରି ଯିବାର ୩୦ ଦିନ ପରେ ଜଣେ ସଦସ୍ୟ ୭୫ ପ୍ରତିଶତ ଜମା ଟଙ୍କା ଉଠାଇ ପାରିବେ। ଏଥିସହିତ ସେମାନଙ୍କ ଆକାଉଣ୍ଟକୁ ଇପିଏଫଓରେ ରଖିପାରିବେ। ତେବେ ଅବଶିଷ୍ଟ ୨୫ ପ୍ରତିଶତ ଅର୍ଥକୁ ସଦସ୍ୟମାନେ ଚାହିଁଲେ ଉଠାଇ ପାରିବେ କିମ୍ବା ଆକାଉଣ୍ଟ ସେଟେଲ୍‌ କରିପାରିବେ। ଇପିଏଫ୍‌ଓ ଟ୍ରଷ୍ଟି ବୋର୍ଡ ବୈଠକ ଶେଷ … Continue reading ଚାକିରି ଛାଡ଼ି ୩୦ ଦିନ ବେକାର ରହିଲେ ୭୫% ଇପିଏଫ୍‌ ଟଙ୍କା ଉଠାଇ ହେବ